Oriya Bible Quotes Matthew 6:10 ବାଇବଲ ଉଦ୍ଧୃତି | ମାଥିଉଲିଖିତ ସୁସମାଚାର 6:10 Oriya Bible Quotes Matthew 6:10 ବାଇବଲ ଉଦ୍ଧୃତି | ମାଥିଉଲିଖିତ ସୁସମାଚାର 6:10 ତୁମ୍ଭର ଆସୁ। ସ୍ବର୍ଗ ରେ ତୁମ୍ଭ ଇଚ୍ଛା ସଫଳ ହବୋଭଳି ଏ ପୃଥିବୀ ରେ ବି ତୁମ୍ଭ ଇଚ୍ଛା ସଫଳ ହେଉ।
Oriya Bible Quotes Matthew 6:11 ବାଇବଲ ଉଦ୍ଧୃତି | ମାଥିଉଲିଖିତ ସୁସମାଚାର 6:11 Oriya Bible Quotes Matthew 6:11 ବାଇବଲ ଉଦ୍ଧୃତି | ମାଥିଉଲିଖିତ ସୁସମାଚାର 6:11 ଆମ୍ଭର ପ୍ରତିଦିନର ଖାଦ୍ୟ ତୁମ୍ଭେ ଦିଅ।
Oriya Bible Quotes Matthew 6:13 ବାଇବଲ ଉଦ୍ଧୃତି | ମାଥିଉଲିଖିତ ସୁସମାଚାର 6:13 Oriya Bible Quotes Matthew 6:13 ବାଇବଲ ଉଦ୍ଧୃତି | ମାଥିଉଲିଖିତ ସୁସମାଚାର 6:13 ଆମ୍ଭକୁ ପରୀକ୍ଷା ରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।'
Oriya Bible Quotes Matthew 6:21 ବାଇବଲ ଉଦ୍ଧୃତି | ମାଥିଉଲିଖିତ ସୁସମାଚାର 6:21 Oriya Bible Quotes Matthew 6:21 ବାଇବଲ ଉଦ୍ଧୃତି | ମାଥିଉଲିଖିତ ସୁସମାଚାର 6:21 "ଆଖି ଶରୀର ପାଇଁ ଆଲୋକ ସ୍ବରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତବେେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହବେ।
Oriya Bible Quotes Matthew 6:33 ବାଇବଲ ଉଦ୍ଧୃତି | ମାଥିଉଲିଖିତ ସୁସମାଚାର 6:33 Oriya Bible Quotes Matthew 6:33 ବାଇବଲ ଉଦ୍ଧୃତି | ମାଥିଉଲିଖିତ ସୁସମାଚାର 6:33 ଏଣୁ ଆଗ ପରମେଶ୍ବରଙ୍କ ରାଜ୍ଯ ଓ ଉତ୍ତମ କାର୍ୟ୍ଯ ବିଷୟ ରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ବର